ନୌସେନାର ଶକ୍ତି ବୃଦ୍ଧି ପାଇଁ କିଣାଯିବ ୨୬ଟି ଲଢୁଆ ବିମାନ : ପ୍ରତିଯୋଗିତାରେ ରାଫେଲ ଓ ସୁପର ହର୍ନେଟ୍

ନୂଆଦିଲ୍ଲୀ : ଭାରତୀୟ ନୌସେନା ପାଇଁ ୨୬ଟି ଲଢୁଆ ବିମାନ କିଣାଯିବାକୁ ଯୋଜନା କରାଯାଉଛି। ନୌସେନାର ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର)ରେ ଏସବୁ ଯୁଦ୍ଧବିମାନକୁ ମୁତୟନ କରାଯିବ। ଏହି ବିମାନ କ୍ରୟ ଦୌଡ଼ରେ ଶେଷ ପର୍ଯ୍ୟାୟରେ ରହିଛନ୍ତି ଫ୍ରାନ୍ସର ରାଫେଲ ଓ ଆମେରିକାର ଏଫ/ଏ ୧୮ ସୁପର ହର୍ନେଟ୍। ଏହି ଦୁଇ ପ୍ରକାରର ବିମାନ ମଧ୍ୟରୁ ଗୋଟିକୁ ବଛାଯିବ। ଗତ କିଛି ମାସ ହେଲା ଗୋଆ ଉପକୂଳରେ ଥିବା ଆଇଏନଏସ … Continue reading ନୌସେନାର ଶକ୍ତି ବୃଦ୍ଧି ପାଇଁ କିଣାଯିବ ୨୬ଟି ଲଢୁଆ ବିମାନ : ପ୍ରତିଯୋଗିତାରେ ରାଫେଲ ଓ ସୁପର ହର୍ନେଟ୍